Featured

ବାବୁ ମହଲ: ହୋଲି 2K23 | Babu Mahal # 177 'Holi 2K23' | Odia Cartoon video | Dharitri Live



Published
ଆସିଛି ରଙ୍ଗର ପର୍ବ ହୋଲି, ଚାରିଆଡେ ଏବେ ଖୁସିର ମାହୋଲ କିନ୍ତୁ କିଛି ଯୁବପିଢ଼ି ରଙ୍ଗ ଖେଳିବା ପରିବର୍ତେ ଲୁଚିକି ରହିବାକୁ ପସନ୍ଦ କରୁଛନ୍ତି, ଏମିତି କିଛି ମଜାଦାର କାହାଣୀ କୁ ନେଇ ଏଥର 'ବାବୁ ମହଲ' ରେ 'ହୋଲି ୨କେ୨୩ ' ।

ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal # 177 : Holi 2K23 ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source. Copyright owner : Dharitri Live

LIKE || SHARE || SUBSCRIBE

Also Watch:

Category
Cartoons
Be the first to comment